Categories: Video

ବିଲୁଆ ବିଚାର: ପାର୍କିଂ ଫି | BILUA BICHARA : PARKING FEES

ଆଜିର ଦିନରେ ପାର୍କିଂ ଫିସ୍ ଏକ ବଡ ସମସ୍ୟା ହୋଇଛି। ନିକଟରେ ଭୁବନେଶ୍ୱରର ଏକ ବଡ ଦୋକାନରେ ପାର୍କିଂ ଫିକୁ ନେଇ ଏକ ବଡ ଧରଣର ଝଗଡା ସୃଷ୍ଟି ହୋଇଥିଲା। ଘଟଣାଟି ସାରା ଓଡ଼ିଶାରେ ଚହଳ ପକାଇବା ସହ କଥା ଥାନା କଚେରୀ ପର୍ଯ୍ୟନ୍ତ ଯାଇଥିଲା। ଏହି ଘଟଣାକୁ ନେଇ ଏଥର ‘ବିଲୁଆ ବିଚାର’ର ଏପିସୋଡ…

It`s been a long time since this regulation came to action but still many parking agents do not have hand held ticket printing device, uniform and proper ID card. Some of them also are very rude in behaving with the general public, who actually pays for their livelihood. The satirical show will help you to get the different aspects of the the parking fee collection in the state.