Categories: Video

ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା | Rath Yatra 2020

ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ। କଟକଣା ଯୁକ୍ତ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ପରେ ଚଳଚଞ୍ଚଳ ବଡଦାଣ୍ଡ। ରଥରେ ମହାପ୍ରଭୁଙ୍କୁ ଦେଖି ସମସ୍ତେ ଆମୋଦିତ। ବିଶ୍ବନିଅନ୍ତାଙ୍କ ଘୋଷଯାତ୍ରା ଲାଗି ରଥ, ପଥ ପ୍ରସ୍ତୁତ ଥିବା ବେଳେ ଏଥର କିନ୍ତୁ ବାଦ ପଡଛନ୍ତି ଶ୍ରଦ୍ଧାଳୁ।