Categories: Video

ବିଶ୍ବର ସବୁଠୁ ବଡ ୪ଟି ମହାମାରୀ

ଏବେ ସାରା ବିଶ୍ବ କରୋନା ସହ ଲଢେଇ କରୁଛି । ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିିଛି । ତେବେ କୋଭିଡ-୧୯ ପ୍ରଥମ ମହାମାରୀ ନୁହଁ ଯାହାକୁ ନେଇ ଲୋକେ ଆତଙ୍କିତ ହୋଇଛନ୍ତି । ବିଭିନ୍ନ ସମୟରେ ଏଭଳି ଅନେକ ବିପଦ ବିଶ୍ବବାସୀଙ୍କୁ କଷ୍ଟ ଦେଇଛି । ଆସନ୍ତୁ ବିଶ୍ବର କିଛି ମହାମାରୀ ବାବଦରେ ଜାଣିବା ଏହି ଭିଡିଓରେ ।