ବିଶ୍ୱରେ ସବୁଠୁ ଅଧିକ ଟଙ୍କା କମାଉଛନ୍ତି ଏହି ସିଙ୍ଗର୍‌

ଆମେରିକାର ପପ୍‌ ଗାୟିକା ଟେଲର୍‌ ସୁଇଫ୍ଟ ବିଶ୍ୱର ସବୁଠାରୁ ଧନୀ ସିଙ୍ଗର୍‌ ହେବାର ସୌଭାଗ୍ୟଲାଭ କରିଛନ୍ତି। ତାଙ୍କର ପ୍ରତିଦିନ ଆୟ ପାଖାପାଖି ୩.୬୨ କୋଟି ଟଙ୍କା ଏବଂ ବାର୍ଷିକ ୧୩୨୨ କୋଟି ଆୟ କରନ୍ତି। ଫୋବର୍ସ ପକ୍ଷରୁ ଜାରି ଏକ ରିପୋର୍ଟରେ ଏହା କୁହାଯାଇଛି। ଟେଲରଙ୍କ ପଛକୁ ଅଛନ୍ତି ପପ୍‌ ଗାୟିକା ବଓ୍ବୋନ୍ସ। ସେ ବାର୍ଷିକ ୫୭୮ କୋଟି ଟଙ୍କା ଆୟ କରୁଥିବାବେଳେ ଅନ୍ୟତମ ଗାୟିକା ରିହାନା ୪୪୨କୋଟି ଟଙ୍କା କମାଉଛନ୍ତି।

Share