Categories: ଖେଳ

ବିଶ୍ୱ ଏକାଦଶ-ଏସିଆ ଏକାଦଶ ମ୍ୟାଚ୍ ସ୍ଥଗିତ

ଢାକା, ୧୨୩ (ପି.ଟି.)- କରୋନା ଭାଇରସ୍ ଲାଗି ଆଗାମୀ ଦିନରେ ବିଶ୍ୱ ଏକାଦଶ ଓ ଏସିଆ ଏକାଦଶ ମଧ୍ୟରେ ଖେଳାଯିବାକୁ ଥତ୍ବା ମ୍ୟାଚ୍କୁ ଆୟୋଜକ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସ୍ଥଗିତ ରଖତ୍ଛି ରାଷ୍ଟ୍ରର ଜନକ ଶେଖ୍ ମୁଜିବୁର୍ ରେହମାନଙ୍କ ଜନ୍ମ ଶତବାର୍ଷିକୀ ଲାଗି ବିସିବି ପକ୍ଷରୁ ଏହି ମ୍ୟାଚ୍ର ଆୟୋଜନ କରାଯାଇଥତ୍ଲା ମାର୍ଚ୍ଚ ୨୧ ଓ ୨୨ରେ ଢାକାରେ ଏହି ୨ଟି ମ୍ୟାଚ୍ ଖେଳାଯାଇଥାନ୍ତା ଯେଉଁଥତ୍ରେ ବିରାଟ କୋହଲି, ଲସିଥ୍ ମାଲିଙ୍ଗା, କ୍ରିସ୍ ଗେଲ୍ଙ୍କ ପରି ଷ୍ଟାର୍ ଖେଳାଳି ଅଂଶଗ୍ରହଣ କରିଥାନ୍ତେ ଯେଉଁମାନେ ଖେଳିବେ ସେମାନେ ଆସିପାରିବେ କିମ୍ବା ମ୍ୟାଚ୍ ପରେ ଯାଇପାରିବେ ସେ ନେଇ କୌଣସି ଗ୍ୟାରେଣ୍ଟି ନାହିଁ ଏକ ମାସ ପରେ ସ୍ଥିତିକୁ ଦେଖତ୍କି ଏହି ମ୍ୟାଚ୍ ଆୟୋଜନ ନେଇ ଚିନ୍ତା କରିବୁ ବୋଲି ବିସିବି ଅଧ୍ୟକ୍ଷ ନାଜମୁଲ ହାସନ କହିଛନ୍ତି

Share