Categories: ଜାତୀୟ

ବିହାରରେ ଭାଙ୍ଗିଲା ମେଣ୍ଟ: ଏକାକି ନିର୍ବାଚନ ଲଢ଼ିବ ‘ହମ୍‌ ପାର୍ଟି’

ପାଟନା,୮।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ହୋଇଥିବା ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଝୀଙ୍କ ଦଳ ‘ହମ୍‌’, କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଏଥିଯୋଗୁ ହମ୍‌ ଦଳର ମୁଖ୍ୟ ଏହି ମେଣ୍ଟକୁ ଭାଙ୍ଗି ଏକାକି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୦ ବିହାର ବିଧାନସଭା ନିର୍ବାନରେ ତାଙ୍କ ଦଳ ଏକାକି ଲଢ଼ିବ ବୋଲି ଜୀତନ ରାମ ଘୋଷଣା କରିଛନ୍ତି।

Share