ବେଆଇନ ଗଚ୍ଛିତ କାଠ ଗୋଦାମରେ ଚଢ଼ାଉ

ଭଦ୍ରକ ଅଫିସ,୧୨।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଇଚ୍ଛାପୁର ଗାଁର ଏକ କାଠ ଗୋଦାମରେ ଶନିବାର ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ବେଆଇନ ଭାବେ ଗଚ୍ଛିତ ଥିବା ପଟା ଓ ସାଇଜ କାଠକୁ ଜବତ କରାଯାଇଛି। ତେବେ ଚଢ଼ାଉ ସରିବା ପରେ କାଠର ମୂଲ୍ୟାୟନ କରାଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

Share