Categories: ଜାତୀୟ

ବେକାରୀ ସମସ୍ୟାକୁ ନେଇ ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ

ବେଙ୍ଗାଲୁରୁ,୨୦।୯: କର୍ନାଟକରେ ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ ଅଫ୍‌ ଇଣ୍ଡିଆ(ଏନ୍‌ଏସ୍‌ୟୁଆଇ)ଦ୍ୱାରା ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏହି ବିରୋଧ ପ୍ରଦର୍ଶନ ସମୟରେ ଛାତ୍ରମାନେ ବସ୍‌ ଷ୍ଟାଣ୍ଡରେ ଫଳ ବିକିବା ସହ ଜୋତା ପଲିସ୍‌ କରିଛନ୍ତି। ଦେଶରେ ବେକାରୀ ସମସ୍ୟା ଓ ଅଟୋମୋବାଇଲ କ୍ଷେତ୍ରରେ ମାନ୍ଦାବସ୍ଥାକୁ ନେଇ ଏମାନେ ବିରୋଧ ପ୍ରଦର୍ଶନ କରିଥିବା ସୂଚନା ମିଳିଛି।

Share