Categories: ମେଟ୍ରୋ

ବ୍ରାଉନ୍‌ସୁଗାର ବେପାର: ମହିଳାଙ୍କ ସମେତ ୫ ଧରାପଡ଼ିଲେ

ଜଟଣୀ,୧୯ା୭(ଡି.ଏନ.ଏ.): ବ୍ରାଉନ୍‌ସୁଗାର ବ୍ରିକ୍ରି କରୁଥିବା ଅଭିଯୋଗରେ ଜଟଣୀ ଥାନା ପୋଲିସ ନୂଆଗଁା ଅଞ୍ଚଳରୁ ଜଣେ ମହିଳା, ତାଙ୍କ ସ୍ବାମୀ, ପୁଅ ସମେତ ୫ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଧରି ନେଇଛି। ପୋଲିସ ପ୍ରଥମେ ତାଙ୍କ ଘର ଚତୁଃପାର୍ଶ୍ୱରେ ଘେରାଉ କରି ନେଇଥିଲା। ତେବେ ଚଢ଼ାଉ ସମୟରେ କେତେଜଣ ଗ୍ରାହକ ଖସିଯାଇଛନ୍ତି। ପୋଲିସ ସେମାନଙ୍କ ବାଇକ୍‌ଗୁଡ଼ିକୁ ଥାନାକୁ ଆଣି ଅଧିକ ତଦନ୍ତ ଚଳାଇଛି।

Share