ବ୍ଲସର ସିଲେକ୍ସନ

ମେକ୍‌ଅପ୍‌ରେ ବ୍ଲସର ଭୂମିକା ମୁଖ୍ୟ। କାରଣ ଏହା ମେକ୍‌ଅପ୍‌କୁ ଆହୁରି ଆକର୍ଷଣୀୟ କରିଥାଏ। ତେବେ ଏହାର ଚୟନ ବେଳେ ତ୍ୱଚାର ରଙ୍ଗ ଏବଂ ପ୍ରକାରଭେଦ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
କୌଣସି ବ୍ଲସର୍‌ କିଣିବା ପୂର୍ବରୁ ତାହା ଆପଣଙ୍କ ତ୍ୱଚାକୁୁ ସୁଟ୍‌ କରୁଛି କି ନାହିଁ ପରୀକ୍ଷା କରନ୍ତୁ।
ଦିନ ଏବଂ ରାତିରେ ଅଲଗା ଅଲଗା ବ୍ଲସର ଲଗାଯାଇଥାଏ। ଦିନରେ ବ୍ୟବହାର ଲାଗି ବେବି ପିଙ୍କ୍‌ କିମ୍ବା ପିଚ୍‌ କଲର ଏବଂ ରାତିରେ ବ୍ରାଉନ୍‌ ଏବଂ ପିଚ୍‌ କଲର ବ୍ଲସର ଭଲ ଲାଗିଥାଏ। ତେଣୁ ମେକ୍‌ଅପ୍‌ ନେବା ପୂର୍ବରୁ ବ୍ଲସରର ଠିକ୍‌ ଶେଡ୍‌ସ ଚୟନ କରନ୍ତୁ।
ତ୍ୱଚାରେ ପାଉଡର ଏବଂ ତେଲଯୁକ୍ତ ବ୍ଲସର ଲଗାଇଲେ ଭଲ ଲାଗିଥାଏ।
ଆପଣଙ୍କ ତ୍ୱଚା ସାମାନ୍ୟଠୁ ଟିକେ ଶୁଷ୍କ ହୋଇଥାଏ, ତେବେ କ୍ରିମ୍‌ଯୁକ୍ତ ବ୍ଲସର ବ୍ୟବହାର କରନ୍ତୁ।
ରଙ୍ଗ କଳା କିମ୍ବା ଶ୍ୟାମଳ ହୋଇଥିଲେ ହାଲ୍‌କା ସେଡ୍‌ସର ବ୍ଲସର ବ୍ୟବହାର କରନ୍ତୁ।
ବୋନ୍ସକୁ ହାଇଲାଇଟ୍‌ କରିବା ପାଇଁ ଲାଇଟ୍‌ ବ୍ରାଉନ୍‌ କଲର ବ୍ଲସର ସିଲେକ୍ସନ କରନ୍ତୁ।
ତ୍ୱଚା ଏବଂ ମୁହଁରେ ଦେଖା ଯାଉଥିବା କୁଞ୍ଚନକୁ ଲୁଚାଇବା ପାଇଁ କ୍ରିମ୍‌ଯୁକ୍ତ ବ୍ଲସର ବ୍ୟବହାର କରନ୍ତୁ।
ଅଧିକ ସମୟ ରଖିବା ପାଇଁ ପ୍ରଥମେ ମୁହଁରେ କ୍ରିମ୍‌ ଲଗାଇବା ପରେ ପାଉଡର ବ୍ଲସ କୋଟ୍‌ ଦିଅନ୍ତୁ।
ବ୍ରାଇଟ୍‌ନେସ୍‌ କମ୍‌ କରିବାକୁ ଚାହୁଁଥିଲେ ଏହା ଲଗାଇସାରିବା ପରେ ଟ୍ରାନ୍ସଲ୍ୟୁସେଣ୍ଟ ପାଉଡର ଲଗାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ...

ସୁନା ହଜିବା କାହିଁକି ଅଶୁଭ? ଦେଖାଯାଏ ଖରାପ ସଙ୍କେତ

ହିନ୍ଦୁ ଧର୍ମରେ ସୁନାକୁ ସବୁଠାରୁ ପବିତ୍ର ଧାତୁ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ...

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ… ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ...

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image