ବୟଫ୍ରେଣ୍ଡ୍‌ଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ସଞ୍ଜୟଙ୍କ ଝିଅ ତ୍ରିଶାଳା, ଫଟୋ ଶେୟାର କରି ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା

ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ବୟଫ୍ରେଣ୍ଡ୍‌ଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ବୟଫ୍ରେଣ୍ଡ୍‌ଙ୍କ ମୃତ୍ୟୁ ପରେ ସେ ବହୁ ଭାଙ୍ଗି ପଡ଼ିଛନ୍ତି। ନର୍ମାଲ ସ୍ଥିତିକୁ ଆସିବା ପାଇଁ ବହୁ ଚେଷ୍ଟା କରୁଥିଲେ ମଧ୍ୟ ପାରୁନାହାନ୍ତି ତ୍ରିଶାଳା। ଖାସ୍‌ କରି ସମ୍ପର୍କକୁ ତାଜା କରିବା ପାଇଁ ଠିକ୍‌ ମାସକ ପରେ ଅର୍ଥାତ ଆଜି ଏକ ପୁରୁଣା ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଜୁଲାଇ ୨ରେ ତାଙ୍କ ବୟଫ୍ରେଣ୍ଡଙ୍କ ମୃତ୍ୟୁ ଘଟିଥିଲା। ଅଗଷ୍ଟ ୨ ଅର୍ଥାତ ଶୁକ୍ରବାର ତ୍ରିଶାଳା ଏହି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ କୋଳରେ ବସିଛନ୍ତି ବୟଫ୍ରେଣ୍ଡ୍‌। ଫଟୋରେ ଦୁଇଜଣ ଖୁବ୍‌ ରୋମାଣ୍ଟିକ୍‌ ଲାଗୁଛନ୍ତି।

ଫଟୋ ପୋଷ୍ଟ କରି ତ୍ରିଶାଳା ହୃଦୟସ୍ପର୍ଶୀ  କ୍ୟାପଶନ ମଧ୍ୟ ଲେଖିଛନ୍ତି, ‘ଆଇ ଲଭ୍‌ ୟୁ, ଆଇ ମିସ୍‌ ୟୁ’। ସେ ଲେଖିଛନ୍ତି, ମୋ’ ହୃଦୟ ଭାଙ୍ଗିଗଲା। ମୋତେ ଭଲପାଇବା, ସୁରକ୍ଷା ଦେବା, ମୋର ପ୍ରତି କଥାରେ ଧ୍ୟାନ ରଖିଥିବା ପାଇଁ ଥ୍ୟାଙ୍କ୍‌ ୟୁ। ତୁମେ ଜୀବନରେ ମୋତେ ଏତେ ଖୁସିରେ ରଖିଥିଲ ଯେ, ଏତେ ଖୁସି ମୁଁ କେଉଁଠୁ ପାଇନି। ତୁମ ସହ ଦେଖା ହେବା ପରେ ମୁଁ ଦୁନିଆର ସବୁଠୁ ଭାଗ୍ୟବତୀ ହୋଇଯାଇଥିଲି। ତୁମେ ସବୁବେଳେ ମୋ’ ହୃଦୟ ଭିତରେ ଜୀବନ୍ତ ରହିଛ।

ଏହା ବ୍ୟତୀତ ତ୍ରିଶାଳା ଆଉ ଗୋଟିଏ ଲାଇନ୍‌ ମଧ୍ୟ ଲେଖିଛନ୍ତି, ‘ ମୁଁ ତୁମକୁ ଭଲ ପାଉଛି, ସବୁବେଳେ ତୁମକୁ ମିସ୍‌ କରିବି। ଯେବେଯାଏ ତୁମ ସହ ମୋ’ର ପୁଣି ଥରେ ଦେଖା ନ ହୋଇଛି। କହିରଖୁଛୁ, ସଞ୍ଜୟଙ୍କ ଝିଅ ତ୍ରିଶାଳା ଜଣେ ଇଟାଲିୟନ୍‌ଙ୍କୁ ଭଲ ପାଉଥିଲେ। ତାଙ୍କ ସହିତ ରିଲେସନଶିପ୍‌ରେ ମଧ୍ୟ ଥିଲେ। ଏକ ଦୁର୍ଘଟଣାରେ ବୟଫ୍ରେଣ୍ଡଙ୍କ ମୃତ୍ୟୁ ଘଟିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image