Categories: ଜାତୀୟ

ବୟୋଜ୍ୟେଷ୍ଠ ପେନସନ୍‌ଧାରୀଙ୍କୁ ସମ୍ମାନୀତ କଲେ ମୋଦି

କୋଲକାତା,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ ଉତ୍ସବରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କୋଲକାତା ପୋର୍ଟ ଟ୍ରଷ୍ଟର ୨ ବୟୋଜ୍ୟେଷ୍ଠ ପେନସନ୍‌ଧାରୀଙ୍କୁ ସମ୍ମାନୀତ କରିଛନ୍ତି। ସେମାନେ ହେଲେ ନଗିନା ଭଗତ ଓ ନରେଶ ଚନ୍ଦ୍ର ଚକ୍ରବର୍ତ୍ତି। ଏଥିସହ ମୋଦି ତାଙ୍କ ଉଦ୍‌ବୋଧନରେ କହିଛନ୍ତି କୋଲକାତା ପୋର୍ଟ ଟ୍ରଷ୍ଟ ଆଜି ତା’ର ୧୫୦ତମ ବାର୍ଷିକୀ ପାଳନ କରୁଥିବା ବେଳେ ଏହାକୁ ନୂଆ ଭାରତର ଶକ୍ତିଶାଳୀ ପ୍ରତୀକ ଭାବେ ପରିଚୟ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ।

Share