ଭତାରୁ ବଁଚିତ୍‌ ନିସାହା ଛଉଣୀ

 

ଅତାବିରା, ୮।୨ (ଡି.ଏନ୍‌.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଅଧୀନ ଉଦେପୁର ଗଁାର ବିଧବା ମହିଲା ଛଉଣୀ ଦନ୍ତା(୬୦)। ବଏସ୍‌ ହେଇଥିଲେ ସେ ଭତା ପାଏବାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌। ଏନ୍‌ତାକି ସେ ୨ରୁ ୩ ଥର ଭତା ପାଏବାର ଲାଗି ଦରକାରି କାଗଜପତର ସଂଗେ ଫର୍ମ ପୂରନ କରି ପଁଚେତ୍‌ରେ ଦେଇଛନ୍‌। ହେଲେ ଆଏଜ୍‌ତକ ଭତା ପାଏବାରୁ ବଁଚିତ୍‌ ଥିବାର କହିଛନ୍‌। ସେନ୍‌ତା ଭଲ ଘରଖଁଡ଼େ ଅଭାବୁ ଗୁଟେ ଦଦ୍‌ରା ନଡ଼ାଛପର ଘରେ ରହୁଛନ୍‌। ଇ ଦିଗେ ଥାନୀଅ ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ଛଉଣୀକୁଁ ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।

Share