ଭତାରୁ ବଁଚିତ୍‌ ଫୁଲ

 

ଲାଠୋର, ୧୪ା୩ (ଡି.ଏନ.ଏ.)-
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ଅଧୀନ ସାନଗୁର୍ଜିଭଟାର ଫୁଲ ନାଗ(୫୬)। ଆପ୍‌ନେ ପୀତବାସ ନାଗ ଦୁଇ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ହେଲେ ଫୁଲ ଆଏଜ୍‌ତକ ବିଧବା ଭତା ପାଏବାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌। ୨୦୧୭ରେ ଆପ୍‌ନେ ପୀତବାସ ନାଗ ପାଇଥିବାର ପ୍ରଧାନମନ୍ତ୍ରୀ ଆବାସରେ ଏହେଦେ ପୁଓବହର ଆଶ୍‌ରେରେ ଫୁଲ ରହିଛନ୍‌। ଇଆଡ଼େ ବୁରୁଧ୍‌ ବିଧବା ଫୁଲ ମଧୁମେହ ରୋଗ୍‌ରେ ପୀଡ଼ିତ ଅଛନ୍‌। ଯେନ୍‌ଥିରଲାଗି ସେ ଭିଡ଼ଭାଡ଼ କାମ୍‌ଧାମ କରି ନାଇଁ ପାରବାର। ସେନ୍‌ତା ପରିବାରଟା ନିହାତି ଗରିବ୍‌। ଅଭାବ ଅନାଟନ ଲାଗି ଫୁଲ ଅନେକ ସମିଆରେ ଉଷୋକଷା ଘିନି ନାଇଁପାରୁଥିବାର କହିଛନ୍‌। ସରକାରୀ ସୁବିଧା କହେଲେ ପଁଚେତ୍‌ରୁ ଫିମାସ ୫ କେ.ଜି. ଚାଉଲ ପାଉଛନ୍‌। ଭତା ପାଏବାର ଲାଗି ଫୁଲ ଅନେକ ଥର ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ଇ ଦିଗେ ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ବୁରୁଧ୍‌ ବିଧବା ଫୁଲକୁଁ ଭତା ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।

Share