ଭଦ୍ରକରେ ପହଞ୍ଚିଲା ଦୁଇ ଓଡ୍ରାଫ୍‌ ଟିମ୍‌

ଭଦ୍ରକ ଅଫିସ,୧୮ା୫: ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌ ମୁକାବିଲା ପାଇଁ ଭଦ୍ରକରେ ଦୁଇଟି ଓଡ୍ରାଫ୍‌ ଟିମ୍‌ ପହଞ୍ଚିଛନ୍ତି। ରବିବାର ମଧ୍ୟ ଦୁଇ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚିଥିଲା। ସେମାନଙ୍କୁ ପ୍ରଶାସନ ପକ୍ଷରୁ ଗୋଟିଏ ଟିମ୍‌କୁ ଭଦ୍ରକରେ ମୁତୟନ କରାଯାଇଥିବା ବେଳେ ଅନ୍ୟ ଏକ ଟିମ୍‌କୁ ବାସୁଦେବପୁରରେ ମୁତୟନ କରାଯାଇଥିବା ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ସୂଚନା ଦେଇଛନ୍ତି।