ଭଦ୍ରକରେ କାଳୀପୂଜା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ୯ଦିନ ଧରି ମା’ଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଆଖି ଝଲସିଲାପରି ତୋରଣ ଦର୍ଶକଙ୍କୁ ଆକୃଷ୍ଟ କରୁଛି । ଏଥର ଭଦ୍ରକରେ କେମିତି ଚାଲିଛି କାଳୀପୂଜା ଚାଲନ୍ତୁ ଦେଖିବା ଏହି ଭିଡିଓରେ ।
In this episode of Dharitri Live, we bring you a special report on the famous Bhadrakali Puja of Bhadrak that is being celebrated with pomp and gaiety across the town. The Goddess is worshipped for two days here. Well-decorated pandals and beautifully-made clay statues are drawing devotees in large numbers towards them.