Categories: ଫୁରସତ

ଭଲ ନିଦ ଆଣିବ ସ୍ମାର୍ଟ ପାଇଜାମା

ୟୁନିଭର୍ସିଟି ଅଫ୍‌ ମାସାଚ୍ୟୁସେଟସ୍‌ର ଗବେଷକ ତ୍ରିଶା ଆଣ୍ଡ୍ର୍ୟୁ ଓ ତାଙ୍କ ସାଥୀ ଗବେଷକମାନେ ସ୍ମାର୍ଟ ପାଇଜାମା ଓ ସାର୍ଟ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ସ୍ବୟଂ ଚାଳିତ ୫ଟି ସେନ୍‌ସର ଲଗାଯାଇଛି । ଏହା ହୃତସ୍ପନ୍ଦନ,ଶ୍ୱାସକ୍ରିୟା ଓ ଶୋଇବାର ଶୈଳୀକୁ ମନିଟର କରିପାରିବ। ସ୍ମାର୍ଟ ପାଇଜାମା ଓ ସାର୍ଟ ଶୋଇବାଶୈଳୀରେ ସୁଧାର ଆଣିବା ଲାଗି ତଥ୍ୟ ଉପଲବ୍ଧ କରାଇବ। ଏହି ତଥ୍ୟ ଆଧାରରେ ବ୍ୟକ୍ତି ଭଲରେ ଶୋଇପାରିବ।

Share