Categories: ଜାତୀୟ

ଭାଙ୍ଗିଲା ଶହେ ବର୍ଷର ପରମ୍ପରା: ଯମୁନାରେ ହେଲାନାହିଁ ଦୁର୍ଗାଙ୍କ ବିସର୍ଜନ

ନୂଆଦିଲ୍ଲୀ,୯।୧୦: ଦୂର୍ଗାପୂଜାକୁ ନେଇ ଏଥର ଇତିହାସ ରଚିଛି ରାଜଧାନୀ ଦିଲ୍ଲୀ। ଶହେ ବର୍ଷର ପରମ୍ପରାକୁ ଭାଙ୍ଗିଛି। ପ୍ରଦୂଷଣକୁ ରୋକିବା ପାଇଁ କୌଣସି ମୂର୍ତ୍ତିକୁ ଯମୁନାରେ ବିସର୍ଜନ ହେବାକୁ ଦିଆଯାଇନାହିଁ। ଏହାର ପ୍ରତିଟି ଘାଟରେ ପୋଲିସ ଜଗି ରହିବା ସହ ସେଠାକୁ ବିସର୍ଜନ ପାଇଁ ଯାଉଥିବା ମେଢଗୁଡିକୁ ଫେରାଇ ଦେଇଥିବା ଜଣାପଡିଛି। ଫଳରେ ଏମାନେ ଦିଲ୍ଲୀ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ପୋଖରୀରେ ମୁର୍ତ୍ତିଗୁଡିକୁ ବିସର୍ଜନ କରିଛନ୍ତି।

Share