ଭାଜପାର ଅମର ନାୟକ ୧୮୦୦ ଭୋଟରେ ଆଗୁଆ

ଚଣ୍ଡିଖୋଲ,୨୩ା୫(ଡି.ଏନ୍‌.ଏ.)- ବଡ଼ଚଣା ନିର୍ବଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଅମର ନାୟକ ୪୦,୨୭୫ ଭୋଟ ପାଇଥିବାବେଳେ ତାଙ୍କୁ କଡ଼ା ଟକ୍କଟ ଦେଉଛନ୍ତି ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ। ଅମର ଶତପଥୀ ୩୮୪୭୮ ଭୋଟ ପାଇଛନ୍ତି।