ଭାଜପାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର,୧୧।୭(ବ୍ୟୁରୋ) : ପାଟକୁରା ନିର୍ବାଚନ ପାଇଁ ଭାଜପାର ଷ୍ଟାର ପ୍ରଚାରକ ତାଲିକା ଗୁରୁବାର ପ୍ରକାଶ ପାଇଛି। ଏହି ତାଲିକାରେ ୪୦ ଷ୍ଟାର ପ୍ରଚାରକଙ୍କ ନାମ ରହିଛି। ସେମାନେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଅରୁଣ ସିଂ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ଡ.ସମ୍ବିତ ପାତ୍ର, ବସନ୍ତ କୁମାର ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ, କେ. ଭି. ସିଂହଦେଓ, ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ, ସଂଗୀତା ସିଂହଦେଓ, ପ୍ରଦୀପ୍ତ ନାୟକ, ବିଷ୍ଣୁ ସେଠୀ, ମୋହନ ମାଝୀ, ସମୀର ଦେ, ଡ.ଦାମୋଦର ରାଉତ, ସୁରମା ପାଢୀ, ସମୀର ମହାନ୍ତି, ଖାରବେଳ ସ୍ବାଇଁ, ରୁଦ୍ର ପାଣି, ମାନସ ମହାନ୍ତି, ପୃଥ୍ବୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ଠାକୁର ରଣଜିତ ଦାସ, ରଘୁନାଥ ମହାନ୍ତି, ଜୟନାରାୟଣ ମିଶ୍ର, ସୁବାସ ପାଣିଗ୍ରାହୀ, ମଦନ ମୋହନ ଦତ୍ତ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡ଼ଙ୍ଗୀ, ସୁକାନ୍ତ ନାୟକ, ନାଉରୀ ନାୟକ, ଡ. ମୁକେଶ ମହାଲିଙ୍ଗ, ଶ୍ରୀତମ ଦାସ, ଅଭିନେତ୍ରୀ ଅନୁ ଚୌଧୁରୀ ହରି ମହାପାତ୍ର ଓ ପିଙ୍କି ପ୍ରଧାନ।

Share