Categories: ଜାତୀୟ

ଭାଜପା ବିକ୍ଷୋଭକାରୀଙ୍କୁ ଠେଙ୍ଗା ଧରି ଗୋଡ଼ାଇଲେ କଂଗ୍ରେସକର୍ମୀ

ଭୋପାଳ,୧୬।୧୧: ରାଫାଲ ଯୁଦ୍ଧ ବିମାନ ପୁନର୍ବିଚାର ଆବେଦନ ଖାରଜ ହେବା ପରେ ମଧ୍ୟପ୍ରଦେଶ ଦେବାସରେ ଭାଜପା ବିକ୍ଷୋଭକାରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ନାନା ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ କେତେକ କଂଗ୍ରେସକର୍ମୀ ସେମାନଙ୍କୁ ଠେଙ୍ଗାଧରି ଗୋଡ଼ାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପୋଲିସ ଏହି ମାମଳାରେ ପକ୍ଷପାତ କରିଥିବା ଭାଜପା ବିକ୍ଷୋଭକାରୀ ଅଭିଯୋଗ ଆଣିଛନ୍ତି। ଏହି ମାମଲାର ତଦନ୍ତ ଜାରି ରହିିଛି।

Share