ଭାରତ ବନ୍ଦ: ପୁରୀରେ ଆଶିଂକ ପ୍ରଭାବ

ପୁରୀ ଅଫିସ୍‌, ୮।୧: କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ପୁରୀରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସଂଗଠନ ପକ୍ଷରୁ ବୁଧବାର ସକାଳେ ଦୁଇଟି ପାସେଞ୍ଜର ଟ୍ରେନକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହ ବସଷ୍ଟାଣ୍ଡରେ ମଧ୍ୟ ଘରୋଇ ବସ ଅଟକି ରହିଛି। ସହରର ସବୁ ଦୋକାନ ବଜାର ବନ୍ଦ ରହିଛି।

Share