Categories: ଖେଳ

ଭାରତ ବିପକ୍ଷ ମୁକାବିଲା ଲାଗି ଦଳ ଘୋଷଣା କଲା ପାକିସ୍ତାନ, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୧। ୯: ଏସିଆ କପ୍ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ଅର୍ଥାତ ରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ପଲ୍ଲିକେଲରେ ଭାରତୀୟ ସମୟାନୁସାରେ ଅପରାହ୍ନ ୩ଟାରେ ଖେଳାଯିବ। ତେବେ ଏହି ବ୍ଲକବଷ୍ଟର ମୁକାବିଲା ପୂର୍ବରୁ ପାକିସ୍ତାନ ଏହାର ଦଳ ଘୋଷଣା କରିଛି। ନେପାଳ ବିପକ୍ଷ ଉଦ୍ଘାଟନୀ ମ୍ୟାଚରେ ଦଳକୁ ବିଜେତା କରିଥିବା ଖେଳାଳିଙ୍କୁ ଟିମରେ ସୁଯୋଗ ମିଳିଛି।

ପାକିସ୍ତାନ ଏକାଦଶ: ବାବର ଆଜମ, ଶାଦାବ ଖାନ୍, ଫଖର ଜମାନ, ଇମାମ୍-ଉଲ- ହକ୍, ସଲମାନ ଅଲି ଅଘା, ଇଫତିକାର ଅହମ୍ମଦ, ମହମ୍ମଦ ରିଜଓ୍ବାନ, ମହମ୍ମଦ ନଓ୍ବାଜ, ନସିମ ଶାହ, ଶାହିନ୍ ଶାହ ଆଫ୍ରିଦି, ହାରିଶ ରୌଫ

 

Share