ଭାରତ-ବ୍ରିଟେନ ମିଳିତ ସମରାଭ୍ୟାସ: ଅଜେୟ ଓ୍ବାରିଅର-୨୦୨୦

ଲଣ୍ଡନ,୧୮।୨: ଭାରତ ଏବଂ ବ୍ରିଟେନ ମଧ୍ୟରେ ୫ମ ଥର ପାଇଁ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ମିଳିତ ସମରାଭ୍ୟାସ ଅଜେୟ ଓ୍ବାରଅର-୨୦୨୦ ବ୍ରିଟେନର ସାଲିସବୁରୀ ସମତଳ ଅଞ୍ଚଳରେ ଜାରି ରହିଛି। ଦୁଇ ଦେଶର ଯବାନ ଆତଙ୍କବାଦ ବିରୋଧରେ କିଭଳି ଅପରେଶନ କରାଯିବ ସେ ନେଇ ଅଭ୍ୟାସ କରୁଛନ୍ତି। ସୂଚନାଯୋଗ୍ୟ, ଫେବୃୟାରୀ ୧୩ରେ ଭାରତୀୟ ସେନା ଲଣ୍ଡନରେ ପହଞ୍ଚିବା ପରେ ସେମାନଙ୍କୁ ବ୍ରିଗେଡିୟର ଟମ୍‌ ବଓ୍ବେିକ୍‌ ସ୍ବାଗତ କରିଥିଲେ।

Share