Categories: ଫୁରସତ

ଭାଲେଣ୍ଟାଇନ ଡେ’ ପୂର୍ବରୁ ଗର୍ଲଫ୍ରେଣ୍ଡଙ୍କୁ ଏମିତି ଉପହାର ଦେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନ ସିଇଓ ଜେଫ ବେଜୋସ ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଗର୍ଲଫ୍ରେଣ୍ଡ ଲରେନ ସାଞ୍ଜେଜଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଲରେନଙ୍କ ପାଇଁ ଆମେରିକାର ଲସ୍‌ ଆଞ୍ଜେଲ୍ସରେ ୧୨ଶହ କୋଟି ଟଙ୍କା ଦେଇ ଏକ ଘର କିଣିଛନ୍ତି। ୯ ଏକର ବିଶିଷ୍ଟ ଯାଗାରେ ଥିବା ଏହି ଘରଟି ଜର୍ଜିଆନ୍‌ ଷ୍ଟାଇଲରେ ନିର୍ମାଣ କରାଯାଇଛି। ଗାର୍ଡେନ, ୨ଟି ଗେଷ୍ଟହାଉସ୍‌, ଟେନିସ୍‌ କୋର୍ଟ, ସ୍ବିମିଙ୍ଗ ପୁଲ୍‌, ୯ ହୋଲ ଗଲ୍ଫ କୋର୍ସ, ମୋଟର କୋର୍ଟ, ସର୍ଭିସ ଗ୍ୟାରେଜ୍‌ ପ୍ରମୁଖ ଏହି ଘରେ ରହିଛି। ଏବେ ବେଜାସଙ୍କ ସମ୍ପତ୍ତିର ପରିମାଣ ୧୩୧.୩ ଅରବ ଡଲାର ରହିଛି।

Share