Categories: Video

ଭୁବନେଶ୍ବରରୁ ଦିଲ୍ଲୀକୁ ଚାଲିଲା ସ୍ବତନ୍ତ୍ର ଟ୍ରେନ୍

ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱରରୁ ଦିଲ୍ଲୀକୁ ଯାତ୍ରା ଆରମ୍ଭ କରିଛି ସ୍ପେଶାଲ ଟ୍ରେନ। ଭୁବନେଶ୍ବରରୁ ଟ୍ରେନ୍ ଛାଡିବା ଆଗରୁ ଷ୍ଟେସନ ପରିସରରେ ସୁରକ୍ଷା ବ୍ୟବସ୍ଥା ସହିତ ସାନିଟାଇଜେସନ ବ୍ୟବସ୍ଥା ବି କରାଯାଇଥିଲା । ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରାଯିବା ସହ ମାସ୍କ ଓ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଇଛି । ଯାତ୍ରୀମାନେ ଟ୍ରେନରେ ବସିବା ଆଗରୁ ଟ୍ରେନକୁ ସାନିଟାଇଜ କରାଯାଇଥିଲା ।