ଆଧୁନିକ ସମାଜରେ ସ୍ବାସ୍ଥ୍ୟ ସଚେତନାର ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଥିବା ‘ଦ ପ୍ରେସ କ୍ଳବ ଅଫ ଓଡ଼ିଶା’ ପକ୍ଷରୁ ଆୟୋଜିତ ହୋଇଛି ଅର୍ଗାନିକ୍ ଫେୟାର। ଯେଉଁଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀ ମାନେ ଜୈବିକ ସାର ଓ କୀଟନାଶକ ବ୍ୟବହାର କରି ଉତ୍ପାଦନ କରିଥିବା ସାମଗ୍ରୀ ପ୍ରଦର୍ଶିତ କରିଥିଲେ । ଯାହାକୁ କିଣିବା ଲାଗି ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥିରେ କେଉଁ କେଉଁ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା ଆସନ୍ତୁ ଜାଣିବା ଏହି ଭିଡିଓରେ..
‘Organic Fair’ was organised at The Press Club of Odisha, Bhubaneswar, Sunday to raise awareness on healthy living. Farmers from various places of the state took part in the fair and showcased their organic produces. Visitors also thronged the venue to buy naturally grown farm produces. Let’s take a look at the fair..