Advertisement

ମଦ ଦୋକାନରୁ ୪୦ ପେଟି ମଦ ଚୋରି

ସମ୍ବଲପୁର, ୮।୭(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ଗୁଲୁଣ୍ଡିପାଲି ଗ୍ରାମ ନିକଟରେ ଥିବା ଏବ ବିଦେଶୀ ମଦ ଦୋକାନରୁ ସୋମବାର ଚୋରି ହୋଇଛି। ବିଭିନ୍ନ କିସମର ୪୦ ପେଟି ମଦ ଚୋରି ହୋଇଥିବା ଜଣାପଡ଼ିଛି। ଖବର ପାଇଁ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel