Categories: Video

ମନ୍ ମିଜାଜ୍ – ବଢୁଛି ବଳାତ୍କାର , କେଉଁଠି ରହୁଛି ଭୁଲ୍ | Man Mijaj – Rapes increasing; where lies the fault

ଦେଶରେ ବଢିଚାଲିଛି ବଳାତ୍କାର। ସେ ନିର୍ଭୟା ହେଉ କି ଉନ୍ନାଓ ପୁଣି କଠୁଆ, ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଦେଶରେ କୌଣସି ବି ଝିଅ ନିଜକୁ ସୁରକ୍ଷିତ ମଣୁନାହାନ୍ତି । କଣ କେବେ ଏଭଳି କ୍ଷେତ୍ରରେ ବଦଳିବନି ଲୋକଙ୍କ ମାନସିକତା ? ଏହାକୁ ନେଇ କଣ କହୁଛନ୍ତି ଯୁବପିଢୀ ଚାଲନ୍ତୁ ଦେଖିବା ମନ ମିଜାଜର ଏହି ଏପିସୋଡରେ…

 

In this episode of Man Mijaj, Dharitri Live takes you to among the youth to ponder about an important issue plaguing the nation. Atrocities against women, especially rapes, are increasing. Whether it is Unnau or Kathua, girls don’t consider themselves safe any longer. Where lies the fault! Will the mentality change? Let’s watch what the youngsters have to say.