Categories: Video

ମନ୍ ମିଜାଜ : କରୋନା ଆମକୁ ଅନେକ କିଛି ଶିଖାଇଲା

ସାରା ବିଶ୍ୱରେ ଏବେ କରୋନାକୁ ନେଇ ଲଢେଇ ଜାରି ରହିଛି । କରୋନା ପାଇଁ ଲକଡାଉନ ବି କରାଯାଇଛି । ତେବେ କରୋନା ଓ ଲକଡାଉନ ସମୟରେ ଆମ ଯୁବପୀଢି ମାନେ ଘରେ ରହି କଣ ସବୁ କରୁଛନ୍ତି ଚାଲନ୍ତୁ ଜାଣିବା ଆଜିର ଏପିସୋଡରେ ।