Categories: ଜାତୀୟ

ମରାଠି ଅଭିନେତା ଜୟରାମ କୁଲକର୍ନିଙ୍କ ପରଲୋକ

ପୁନେ,୧୭।୩: ଭେଟେରାନ ମରାଠି ଅଭିନେତା ଜୟରାମ କୁଲକର୍ନିଙ୍କର ୮୮ ବର୍ଷ ବୟସରେ ପୁନେଠାରେ ପରଲୋକ ହୋଇଛି। ବୃଦ୍ଧାବସ୍ଥା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ବର୍ଷି ତହସିଲର ସୋଲାପୁର ଜିଲାରେ ଜନ୍ମ ନେଇଥିବା କୁଲକର୍ନି ୧୫୦ରୁ ଊର୍ଦ୍ଧ୍ୱ ମରାଠି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଅଭିନୟ ପୂର୍ବରୁ ସେ ପୁନେ ଆକାଶବାଣୀରେ କାମ କରିଥିଲେ।

Share