Categories: ଜାତୀୟ

ମହାରାଷ୍ଟ୍ରରେ ଶିବସେନା ସହ ଆସନ ଭାଗ କରିପାରେ ଭାଜପା

ମୁମ୍ବାଇ,୧୬।୯: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ହୋଇପାରେ ବୋଲି କୁହାଯାଉଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ କହିଛନ୍ତି ଆସନ ବୁଝାବଣା ହେବ କି ନା ତାକୁ ନେଇ ଖୁବ୍‌ ଶୀଘ୍ର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରେ। କାରଣ ଭାଜପା ଶିବସେନା ସହ ଆସନ ବୁଝାବଣା କରିବ କି ନା ତାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଥିବା କହିଛନ୍ତି ଫଡନବିଶ।

Share