Categories: ଜାତୀୟ

ମହା ନବମୀରେ କନ୍ୟା ପୂଜା କଲେ ମୁଖ୍ୟମନ୍ତ୍ରୀ

ଗୋରଖପୁର,୭।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପବିତ୍ର ମହା ନବମୀରେ କନ୍ୟାମାନଙ୍କୁ ପୂଜା କରିଥିବା ଦେଖିବାକୁ ମିଳିଛି। ସୋମବାର ଶାରଦୀୟ ଦୁର୍ଗା ପୂଜାର ନବମୀ ଥିବା ବେଳେ ଏହି ଅବସରରେ ଆଦିତ୍ୟନାଥ ଗୋରଖପୁର ମନ୍ଦିରରେ ଛୋଟ ଛୋଟ କନ୍ୟା ସନ୍ତାନଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଛି। ପରମ୍ପରା ଅନୁଯାୟୀ, ପ୍ରତିବର୍ଷ ନବମୀ ତିଥିରେ ଏହି ଉତ୍ସବ ପାଳନ କରାଯାଉଥିବା ସ୍ଥାନୀୟ ଲୋକେ ମତ ଦିଅନ୍ତି।

Share