Categories: ଜାତୀୟ

ମାଗ୍‌ସେସେ ବିଜେତା ସନ୍ଦୀପ ଗୃହବନ୍ଦୀ

ଲକ୍ଷ୍ନୌ, ୧୨ା୮: ମାଗ୍‌ସେସେ ପୁରସ୍କାରପ୍ରାପ୍ତ ସାମାଜିକ କର୍ମୀ ସନ୍ଦୀପ ପାଣ୍ଡେଙ୍କୁ ରବିବାର ଗୃହବନ୍ଦୀ କରାଯାଇଛି। ୩୭୦ ଉଚ୍ଛେଦ ପ୍ରତିବାଦରେ ଜିପିଓ ପାର୍କ ନିକଟରେ ଧାରଣା ଦେବା ଲାଗି ଘୋଷଣା କରିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ନିଷେଧାଦେଶ ରହିଥିବାରୁ ଏଭଳି ଧାରଣାକୁ ଅନୁମତି ମିଳିବ ନାହିଁ ବୋଲି ପୋଲିସ କହିଛି।

Share