ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଉତ୍ତରପ୍ରଦେଶର ପ୍ରୟାଗରାଜ୍ସ୍ଥିତ ନିଜ ଗ୍ରାମରେ ଏକ କ୍ୟାନସର୍ ହସ୍ପିଟାଲ୍ ମା’ ନର୍ଗିଶଙ୍କ ନାମରେ ଖୋଲିବାକୁ ଚାହୁଁଛନ୍ତି। ନିଜ ଆଗାମୀ ଫିଲ୍ମ ‘ପ୍ରସ୍ତାନମ୍’ର ଶୁଟିଂବେଳେ ସେ ଏକଥା କହିଛନ୍ତି। ଏହାସହ ପ୍ରସିଦ୍ଧ ଫିଲ୍ମ ମୁନ୍ନା ଭାଇ ଏମବିବିଏସ୍ର ତୃତୀୟ ଭାଗ ଆଗାମୀ ବର୍ଷ ରିଲିଜ୍ ହେବ ବୋଲି ସେ ସୂଚନା ଦେଇଛନ୍ତି।ସଞ୍ଜୟଙ୍କ ମା’ ନର୍ଗିସ୍ ବିଗତ ଦିନର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ।