Categories: ବାଣିଜ୍ୟ

ମାନୁଫାକ୍‌ଚରିଂ କାର୍ଯ୍ୟକଳାପରେ ଉନ୍ନତି

ନୂଆଦିଲ୍ଲୀ, ୩-୧୨: ଚଳିତ ବର୍ଷ ନଭେମ୍ବରରେ ଦେଶର ମାନୁଫାକଚରିଂ କ୍ଷେତ୍ରରେ କାର୍ଯ୍ୟକଳାପ ସାମାନ୍ୟ ଉନ୍ନତି ଆସିଛି। ଦେଶର ଅଭିବୃଦ୍ଧି ହ୍ରାସ, ନୂଆ ଅର୍ଡର କମିବା ଏବଂ ଉତ୍ପାଦନ ଏବେ ଯାଏ ପୂର୍ବ ସ୍ଥିତିକୁ ଫେରି ନ ଥିବା ଏକ ମାସିକ ସର୍ଭେରେ ସାମ୍ନାକୁ ଆସିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆର ମାନୁଫାକଚରିଂ ପିଏମ୍‌ଆଇ ଅକ୍ଟୋବରରେ ୫୦.୬% ରହିଥିବା ବେଳେ ଏହା ନଭେମ୍ବରରେ ୫୧.୨%କୁ ବଢିଥିବା ଜଣାପଡିଛି।

Share