Categories: ଜାତୀୟ

ମାଲେସିଆରେ ଜାକିର୍‌ଙ୍କ ଧାର୍ମିକ ଉପଦେଶ ଦେବା ଉପରେ କଟକଣା

କୁଆଲାମ୍ପୁର,୨୦।୮: ବିବାଦୀୟ ଇସଲାମିକ୍‌ ଧର୍ମ ଉପଦେଶକ ଜାକିର୍‌ ନାଇକ୍‌ଙ୍କ ଉପରେ ମାଲେସିଆରେ କଟକଣା ଜାରି ହୋଇଛି। ଏଣିକି ସେ ଧାର୍ମିକ ଉପଦେଶ ଦେଇପାରିବେ ନାହିଁ। ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମାଲେସିଆ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମାଲେସିଆ ପୋଲିସ କର୍ପୋରେଟ୍‌ କମ୍ୟୁନିକେସନ ମୁଖ୍ୟ ଦାତୁକ୍‌ ଅସମାବତୀ ଅହମ୍ମଦ କହିଛନ୍ତି ଯେ, ଏନେଇ ଏକ ସର୍କୁଲାର ମଧ୍ୟ ଜାରି ହୋଇଛି।

Share