Categories: ଜାତୀୟ

ମାଲେଗାଓଁ ବିସ୍ଫୋରଣ ମାମଲା: ଅଗଷ୍ଟ ୨କୁ ଘୁଞ୍ଚିଲା ଶୁଣାଣି

ମୁମ୍ବାଇ,୨୨।୭: ମାଲେଗାଓଁରେ ୨୦୦୮ ରେ ହୋଇଥିବା ବିସ୍ଫୋରଣ ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଅଗଷ୍ଟ ୨କୁ ଘୁଞ୍ଚାଇ ଦିଆଯାଇଛି। ସୋମବାର ବମ୍ବେ ହାଇକୋର୍ଟ ଏହି ଶୁଣାଣିକୁ ଅଗଷ୍ଟ ୨କୁ ଘୁଞ୍ଚାଇ ଦେଇଛନ୍ତି। ଲ୍ୟୁଟନାଟ୍‌ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି।

Share