Posted inଜାତୀୟ

ମାଳଦ୍ୱୀପ ପୂର୍ବତନ ଉପରାଷ୍ଟ୍ରପତିଙ୍କ ରାଜନୈତିକ ଶରଣ ଆବେଦନକୁ ଅଗ୍ରାହ୍ୟ କଲେ ଭାରତ ସରକାର

ଚେନ୍ନାଇ,୩।୮: ମାଳଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଦେବ୍‌ ଅବଦୁଲ୍‌ ଗଫୁରଙ୍କ ରାଜନୈତିକ ଶରଣ ଆବେଦନକୁ ଭାରତ ସରକାର ଅଗ୍ରାହ୍ୟ କରିଛନ୍ତି। ଫଳରେ ସେ ତାମିଲ୍‌ନାଡୁର ଥୁଥୁକୁଡ଼ିଠାରୁ ନିଜ ଦେଶକୁ ଫେରି ଯାଇଛନ୍ତି। ତାଙ୍କ ପାଖରେ ଆବଶ୍ୟକ ବୈଧ କାଗଜପତ୍ର ନ ଥିବାରୁ ଏଭଳି କରାଯାଇଥିବା ଭାରତୀୟ ବୈଦେଶିକ ବ୍ୟାପାର ମୁଖପାତ୍ର ରାଭେଶ୍‌ କୁମାର ସୂଚନା ଦେଇଛନ୍ତି। ସେ ର୍ଭିଗୋ-୯ ଭେଳାରେ ଥୁଥୁକୁଡ଼ିଠାରେ ଓହ୍ଲାଇଥିଲେ। ସୂଚନାଯୋଗ୍ୟ, ଗଫୁର ୨୦୧୫ରେ ମାଳଦ୍ୱୀପ ଉପରାଷ୍ଟ୍ରପତି ଭାବେ ନିଯୁକ୍ତ ହୋଇଥିଲେ। ତେବେ ରାଷ୍ଟ୍ରପତି ଅବଦୁଲା ୟେମେନ୍‌ଙ୍କ ବିରୋଧରେ ବିଦ୍ରୋହ କରିବା ପରେ ତାଙ୍କୁ ପଦରୁ ବହିଷ୍କୃତ କରାଯାଇଥିଲା। ୧୫ ଦିନ କାରାଦଣ୍ଡ ଭୋଗିବା ପରେ ତାଙ୍କୁ ୨ ସପ୍ତାହ ତଳେ ଗୃହବନ୍ଦୀରୁ ମୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଡୋଶୀ ଆନ୍ଧ୍ରପ୍ରଦେଶରେ ବ୍ୟାପିଲା ବାର୍ଡ଼ ଫ୍ଲୁ, ଓଡିଶା ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର,୨୮ା୩: ପଡୋଶୀ ଆନ୍ଧ୍ରପ୍ରଦେଶରେ ଆଠଟି ସ୍ଥାନରେ ବାର୍ଡ଼ ଫ୍ଲୁର ପ୍ରକୋପ ଦେଖାଦେଇଛି। ଶୁକ୍ରବାର ବିଶ୍ୱ ପଶୁ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଫାର୍ମ ଏବଂ କୁକୁଡ଼ାରେ...

ପଡୋଶୀ ଦେଶରେ ଭୟଙ୍କର ଭୂମିକମ୍ପ: ସାହାଯ୍ୟର ହାତ ବଢ଼ିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୟଙ୍କର ଭୂମିକମ୍ପ ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଭାରତ...

ମୁସକାନ, ପ୍ରଗତି ପରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା: ସ୍ୱାମୀଙ୍କୁ କଫିରେ ବିଷ ପିଆଇଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୮ା୩: ସମ୍ପ୍ରତି ସ୍ତ୍ରୀମାନେ ସେମାନଙ୍କ ପ୍ରେମିକଙ୍କ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରିବାର ଖବର ବହୁତ ବଢ଼ିଯାଇଛି। ପ୍ରଥମେ ମୁସକାନ, ତା’ପରେ ପ୍ରଗତି ଏବେ ମୁଜାଫରପୁରର ପିଙ୍କି...

Family Dispute: ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣି, କହିଲେ ଶେଷ ହେଉଛି ପରିବାର

ନୂଆଦିଲ୍ଲୀ,୨୮।୩: ପରିବାର ଭାଙ୍ଗିଯିବା ଉପରେ ଚିନ୍ତା ପ୍ରକାଶ କରି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଯେ ଭାରତରେ ଲୋକମାନେ ‘ବସୁଧୈବ କୁଟୁମ୍ବକମ’ ନୀତିରେ ବିଶ୍ୱାସ କରନ୍ତି କିନ୍ତୁ...

କେଜ୍‌ରିୱାଲଙ୍କ ବିରୋଧରେ FIR: ଏପ୍ରିଲ ୧୮ରେ ଶୁଣାଣି

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ଶେଷ ହେବାର ନାଁ ଧରୁନି। ନିର୍ବାଚନରେ ଶେଚନୀୟ...

ବାକ୍ ସ୍ୱାଧୀନତା ସମାଜର ଅବିଚ୍ଛେଦ୍ୟ ଅଂଶ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୩: ସୁପ୍ରିମ କୋର୍ଟ ଶୁକ୍ରବାର କହିଛନ୍ତି ଯେ ଅଭିବ୍ୟକ୍ତି ସ୍ୱାଧୀନତା ଏକ ସୁସ୍ଥ ସଭ୍ୟ ସମାଜର ଏକ “ଅବିଚ୍ଛେଦ୍ୟ ଅଂଶ”। ସୋସିଆଲ ମିଡିଆରେ କଂଗ୍ରେସ ସାଂସଦ...

Gold Rate Today: ପୁଣି ମହଙ୍ଗା ହେଲା ସୁନା: ୯୦ ହଜାର ଟପିଲା

ମୁମ୍ବାଇ,୨୮।୩: ସପ୍ତାହର ଶେଷ ବ୍ୟବସାୟ ଦିନ ଶୁକ୍ରବାର ଭାରତୀୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହେଉଛି। ବଜାରର ମୁଖ୍ୟ ସୂଚକାଙ୍କ ସେନସେକ୍ସ ପ୍ରାୟ ୧୫୦ ପଏଣ୍ଟ...

ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ବାହା କରାଇଲେ ସ୍ବାମୀ, ପୂରା ରୋଚକ ଘଟଣା ଜାଣିଲେ…

ସନ୍ଥ କବୀର ନଗର, ୨୮।୩: ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲାରେ ବବ୍‌ଲୁ ନାମକ ଜଣେ ବ୍ୟକ୍ତି ଭୟରେ ନିଜ ସ୍ତ୍ରୀ ରାଧିକାଙ୍କୁ ତାଙ୍କ ପ୍ରେମିକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image