Categories: ଜାତୀୟ

ମାୟାବତୀଙ୍କୁ ଯିଏ ଛୁଇଁବ ତାଙ୍କର ମୃତ୍ୟୁ ନିଶ୍ଚିତ: ଭାଜପା ନେତା

ଲକ୍ଷ୍ନୌ,୨୯।୮: ବହୁଜନ ସମାଜ ପାର୍ଟି ମୁଖ୍ୟ ସୁଶ୍ରୀ ମାୟାବତୀଙ୍କୁ ନେଇ ଭାଜପା ନେତା ଏକ ବିବାଦୀୟ ବୟାନ ଦେଇଛନ୍ତି। ଉତ୍ତର ପ୍ରଦେଶର ଭାଜପା ନେତା ତଥା ମନ୍ତ୍ରୀ ଗିରିରାଜ ସିଂ ଧର୍ମେଶ କହିଛନ୍ତି, ମାୟାବତୀ ହେଉଛନ୍ତି ମୁକୁଳା ତାର। ତାଙ୍କୁ ଯିଏ ଛୁଇଁବ ତାଙ୍କର ମୃତ୍ୟୁ ସୁନିଶ୍ଚିତ। ଭାରତୀୟ ଜନତା ପାର୍ଟି(ଭାଜପା) ତାଙ୍କୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ କରିଥିବା ବେଳେ ସେ କିନ୍ତୁ ବିଶ୍ୱାସଘାତକତା କରିଛନ୍ତି। ତେଣୁ ତାଙ୍କୁ କେହି ସହଜରେ ବିଶ୍ୱାସ କରିବା ବିପଦ ବୋଲି ଗିରିରାଜ କହିଛନ୍ତି।

Share