Advertisement

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଡି. ରାଜା

କଟକ ଅଫିସ୍‌,୨୯।୯: ସିପିଆଇ ସାଧାରଣ ସଂପାଦକ ଡି. ରାଜା ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ଯାହା କହୁଥିଲେ ପରେ ତାହା ବିପରୀତ କରୁଛନ୍ତି। କେନ୍ଦ୍ର ସରକାରଙ୍କ କଥାରେ ଓଡ଼ିଶା ସରକାର ସହମତି ପ୍ରକାଶ କରୁଛନ୍ତି। ବିଜେଡିର ପ୍ରକୃତ ଆଭିମୁଖ୍ୟକ’ଣ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ରାଜ ମତ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel