Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ବୈଠକରେ ଯୋଗ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୩୦।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବା ପରେ ବିଏସ୍‌ ୟେଦୁରପ୍ପା ମଙ୍ଗଳବାର ପ୍ରଥମ କରି ଏକ ବୈଠକରେ ଯୋଗ ଦେଇଛନ୍ତି। କୋଡାଗୁ ବିଧାୟକଙ୍କ ସହ ଏହି ବୈଠକରେ ଯୋଗ ଦେଇ ୟେଦୁରପ୍ପା ସେଠାରେ ଚାଲିଥିବା ରିଲିଫ୍‌ କାମକୁ ନେଇ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ସୋମବାର ସେ ଶକ୍ତି ପରୀକ୍ଷାରେ ବିଜୟୀ ହେବା ପରେ ମଙ୍ଗଳବାର ଏହି ବୈଠକର ଆୟୋଜନ କରିଥିଲେ। ଆଗାମୀ ଦିନରେ ୟେଦୁରପ୍ପାଙ୍କ ଭାଜପା ସରକାର ଚାଷୀ ଓ ମରୁଡି ପରିସ୍ଥିତିକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

Share