Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋଭିଡ୍‌ ପଜିଟିଭ୍‌

ଭୋପାଳ,୧୫।୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। ଏ ନେଇ ସେ ନିଜେ ଆଜି କରେନାରେ ଆକ୍ରାନ୍ତ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ମୁଁ ମୋର କୋଭିଡ୍‌ ପରୀକ୍ଷା କରିଛି। ଯେଉଁଥିରେ ମୋର ପଜିଟିଭ ଆସିଛି। ସାମାନ୍ୟ ଲକ୍ଷଣ ଥିବାରୁ କୋଭିଡ୍‌ର ନିର୍ଦ୍ଦେଶାବଳୀ ଅନୁସରଣ କରି ମୁଁ ନିଜକୁ ପୃଥକ କରିଛି ବୋଲି ମଧ୍ୟପ୍ରଦେଶର ସିଏମ୍‌ ଟୁଇଟ୍‌ରେ କହିଛନ୍ତି।

 

Share