Categories: ଜାତୀୟ

ମୁମ୍ବାଇର ବର୍ସୋବା ବିଚ୍‌ ସଫା କଲେ ସ୍ବିଡେନ୍‌ ରାଜ ଦମ୍ପତି

ମୁମ୍ବାଇ,୪।୧୨: ସ୍ବିଡେନ୍‌ ରାଜ ଦମ୍ପତି କାର୍ଲ ଗୁସ୍ତାଫ ଏବଂ ସିଲବିୟା ବୁଧବାର ମୁମ୍ବାଇରେ ପହଞ୍ଚିଛନ୍ତି। ସେମାନେ ବର୍ସୋବା ବିଚ୍‌ ଭ୍ରମଣ ସମୟରେ ସେଠାରେ ଏକ ସ୍ବଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ରାଣୀ ସିଲବିୟା ଏବଂ ରାଜା ଗୁସ୍ତାଫ ସେଠାରେ ବିଚ୍‌ ସଫା କରିଛନ୍ତି। ଏହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share