ମୁହ୍ବିଦ୍ଦିନ୍‌ ୟାସିନ ମାଲେସିଆ ପ୍ରଧାନମନ୍ତ୍ରୀ

କୁଆଲାଲୁମ୍ପୁର,୧।୩(ଏଏଫ୍‌ପି): ପୂର୍ବତନ ଗୃହମନ୍ତ୍ରୀ ମୁହ୍ବିଦ୍ଦିନ୍‌ ୟାସିନଙ୍କୁ ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ନିଯୁକ୍ତି ଦିଆଯାଇଛି। ଫଳରେ ମହାଥିର୍‌ ମହମ୍ମଦଙ୍କ ଶାସନର ଅନ୍ତ ହୋଇଛି। ମୁହ୍ବିଦ୍ଦିନ ରବିବାର ଶପଥ ଗ୍ରହଣ କରିବେ। କିଛି ଦିନର ଅଚଳାବସ୍ଥା ପରେ ମହାଥିର୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Share