ମେଟଲ୍‌ ମିଟ୍‌ ଗ୍ରାଣ୍ଡ ଫିନାଲେ : ରାଉଣ୍ଡ ‘ଟିକ୍‌ଟାକ୍‌ଟୋ’ରେ ବାଜିମାରିଲା ୟୁନିଟ୍‌-୮ ଡିଏଭି

ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍‌ ମିଟ୍‌ ଜୁନିୟର ଗ୍ରୁପ୍‌ ଗ୍ରାଣ୍ଡ ଫିନାଲେ ଦ୍ୱିତୀୟ ରାଉଣ୍ଡ ତଥା ରାଉଣ୍ଡ୍‌ ‘ଟିକ୍‌ଟାକ୍‌ଟୋ’ରେ ବାଜି ମାରିଛି ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ୍‌। ସର୍ବାଧିକ ୭୩ ସ୍କୋର୍‌ କରି ଆଗରେ ରହିଛି ୟୁନିଟ୍‌-୮ ଡିଏଭି। ତେବେ ମଦର୍ସ ପବ୍ଲିକ୍‌ସ୍କୁଲ୍‌ସେହି ୭୦ରେ ସୀମିତ ରହିଯାଇଛି। ବିଜେଇଏମ୍‌ସ୍କୁଲ୍‌ ଏହି ରାଉଣ୍ଡରେ ଭଲ ଖେଳି ଶୂନରୁ ୩୦ରେ ପହଞ୍ଚିଛି। ଅନ୍ୟପକ୍ଷରେ ସାଇଇଣ୍ଟରନ୍ୟାସନାଲ ଏଥର ବି ଖାତା ଖୋଲିପାରିନି। ଏହି ରାଉଣ୍ଡରେ ୯ଟି ଭିନ୍ନଭିନ୍ନ ବିଷୟରୁ ୮ଟି ପ୍ରଶ୍ନ ରହିଥିଲା।

Share