ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏଥିରୁ ଗ୍ଲାସେ…

ଫଳ ରସରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ମେଦବହୁଳତା ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ସକାଳେ ନିୟମିତ ଗ୍ଲାସେ ଫଳ ରସ ପିଇଲେ ମିଳିଥାଏ ଅନେକ ସୁଫଳ। ସେହିପରି ରାତିରେ ଶୋଇବା ପୂର୍ବରୁ ଅଧା ଗ୍ଲାସେ ଫଳ ରସ ପିଇଲେ ଭଲ ନିଦ ହେବା ସହିତ ଅନାବଶ୍ୟକ ଚର୍ବି ନଷ୍ଟ ହୋଇଥାଏ। ଫଳ ରସ ପିଇଲେ କୋଲେଷ୍ଟରଲସ୍ତର ନିୟନ୍ତ୍ରିତ ହୋଇ ହାର୍ଟଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ। ସେହିପରି ଡାଇବେଟିସ୍‌ ଏବଂ କିଡ୍‌ନୀ ସମସ୍ୟାରେ ଫଳ ରସ ମହୌଷଧୀ ଭଳି କାମ କରେ ବୋଲି ଆୟୁବେର୍ଦରେ ପରାମର୍ଶ ଦିଆଯାଇଛି।

Share