ମେ’ ୩ ଯାଏ ବନ୍ଦ ରହିବ ୫ ଆଞ୍ଚଳିକ ନିର୍ଦ୍ଦେଶାଳୟ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର ଆଦି ୫ ଆଞ୍ଚଳିକ ନିର୍ଦ୍ଦେଶାଳୟ ମେ’ ୩ ତାରିଖ ଯାଏ ବନ୍ଦ ରହିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବରୁ ନିର୍ଦ୍ଦେଶାଳୟ ଖୋଲିବ ବୋଲି ଉଚ୍ଚଶିକ୍ଷା ବିଭାଗ ନୋଟିସ୍‌ କରିଥିଲା। ମାତ୍ର ଏହାକୁ ସଂଶୋଧିତ କରାଯାଇ ପୁଣିଥରେ ବିଜ୍ଞପ୍ତି ପ୍ରକାଶ ପାଇଛି।

Share