Categories: ଜାତୀୟ

ମୈତ୍ରୀପୂର୍ଣ୍ଣ ସମାଧାନକୁ ସ୍ବାଗତ: ରବି ଶଙ୍କର

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ମାମଲାର ରାୟକୁ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ସ୍ବାଗତ କରିଛନ୍ତି। ଏହାର ମୈତ୍ରୀପୂର୍ଣ୍ଣ ସମାଧାନ ଦେଶବାସୀଙ୍କ ମଧ୍ୟରେ ଏକତାକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ଏହି ରାୟ ଦ୍ୱାରା ଦୀର୍ଘ ଦିନ ଧରି ଜାରି ରହିଥିବା ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ହୋଇ ପାରିଛି । ଏଣିକି ଦେଶରେ ଶାନ୍ତି ବିରାଜମାନ କରିବ ବୋଲି ସେ କହିଛନ୍ତି।

Share