Posted inଜାତୀୟ

ମୋଦିଙ୍କୁ ଟାର୍ଗେଟ କଲା ଶିବସେନା: ‘ଔଷଧ ମହଙ୍ଗା, ମୃତ୍ୟୁ ହେଲା ଶସ୍ତା’

ମୁମ୍ବାଇ,୧୭।୧୨: ମହାରାଷ୍ଟ୍ରର ଶିବସେନା ସରକାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଟାର୍ଗେଟ କରିଛନ୍ତି। ସାମ୍‌ନାର ସମ୍ପାଦକୀୟରେ ଶିବସେନା ଲେଖିଛି ଏବେ ଔଷଧର ଦାମ୍‌ ମହଙ୍ଗା ହେବା ଫଳରେ ମୃତ୍ୟୁ ଯେମିତି ଶସ୍ତା ହୋଇଗଲା ପରି ମନେହେଉଛି। ମୋଦୀ ସରକାରଙ୍କ ଏହି ନୀତିକୁ ନେଇ ଶିବସେନା ପ୍ରଶ୍ନ ଉଠାଇଛି। ସେ କହିଛି ସାଧାରଣ ଜନତା ଅଧାପେଟ ଖାଇ ରହି ପାରିବେ ହେଲେ ଜରୁରୀ ଔଷଧକୁ କେମିତି ଛାଡି ପାରିବେ। ତେଣୁ ଔଷଧ ଦାମ୍‌ରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଏହା ଏବେ ସାଧାରଣ ଜନତାଙ୍କ ବଞ୍ଚିବାକୁ ମହଙ୍ଗା କରିଦେବା ସହ ମୃତ୍ୟୁକୁ ଶସ୍ତା କରିଦେଇଛି ବୋଲି ଶିବସେନା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ? ପ୍ରେସ୍‌ କନଫରେନ୍ସ କରି ଶନ୍ଦେ କଲେ ବଡ଼ ଘୋଷଣା

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସ୍‌ପେନ୍ସ ଜାରି ରହିଛି। ତେବେ ବର୍ତ୍ତମାନ ଏହି ସସପେନ୍ସକୁ କାର୍ଯ୍ୟନିର୍ବାହୀ ସିଏମ ଏକନାଥ ଶିନ୍ଦେ ଶେଷ କରିଛନ୍ତି। ବୁଧବାର...

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଶେଷ ହେଲା ସସ୍‌ପେନ୍ସ

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହି ପ୍ରଶ୍ନକୁ ନେଇ ଏକ ରାଜନୀତି ଗରମ ରହିଛି। ଏବେ ଲାଗୁଛି ଯେ ମହାଯାତୀରେ ସସପେନ୍ସ ଶେଷ...

ଶାନ୍ତ ପଡ଼ିଲେ ଶିନ୍ଦେ: ଆକ୍ସନ ମୋଡ୍‌ରେ ଆସିଲେ ନଜର

ପୁଣେ,୨୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ମିଳିତ ମଞ୍ଚ ‘ମହାୟୁତି’ ବହୁମତ ହାସଲ କରିଛି। ଏଥିରେ କେବଳ ଭାଜପା ୧୩୨ଟି ଆସନରେ ଐତିହାସିକ ବିଜୟ ହାସଲ...

ମହାରାଷ୍ଟ୍ର ରାଜନୀତିରେ ଏହି ବ୍ୟକ୍ତି ହେଉଛନ୍ତି ସିଏମ ମେକର୍‌, କରିବେ ବଡ଼ ଖେଳ!

ମୁମ୍ବାଇ,୨୭।୧୧: ୨୦୨୪ରେ ମହାୟୁତିର ବିଶାଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ସସପେନ୍ସ ଜାରି ରହିଛି। ଗ୍ରାଣ୍ଡ ଆଲାଇନ୍ସରେ ସର୍ବାଧିକ ଆସନ ଜିତିଥିବା ଦଳଗୁଡ଼ିକ ହେଉଛି...

ସିନ୍ଧିଆ-ରାହୁଲଙ୍କ ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା, ଆଗକୁ ହେବ…

ନୂଆଦିଲ୍ଲୀ,୨୭।୧୧: ମଙ୍ଗଳବାର ସଂସଦରେ ସମ୍ବିଧାନ ଦିବସ ସମାରୋହ ଆୟୋଜନ କରାଯାଇଥିଲା। ତେବେ ସେଣ୍ଟ୍ରାଲ ହଲ୍‌ରେ ଏହି କାର୍ଯ୍ୟକ୍ରମରେ କିଛି ଅଜବ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ...

ମୁଖ୍ୟମନ୍ତ୍ରୀ ପଦ ବଦଳରେ ବଡ଼ ସର୍ତ୍ତ ରଖିଦେଲେ ଶିନ୍ଦେ, ଅଡୁଆରେ ଭାଜପା

ମୁମ୍ବାଇ,୨୭।୧୧:ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏନେଇ ମହାୟୁତିରେ ସସପେନ୍ସ ଲାଗି ରହିଛି। କିନ୍ତୁ ଏହାରି ଭିତରେ ଏକନାଥ ଶିନ୍ଦେ କିଛି ଏପରି ସଙ୍କେତ ଦେଇଛନ୍ତି,...

ଆଦାନୀଙ୍କୁ ଗିରଫ କର, ରାହୁଲଙ୍କ ଦାବି ମଧ୍ୟରେ ଲୋକ ସଭା ସ୍ଥଗିତ

ନୂଆଦିଲ୍ଲୀ,୨୭।୧୧: ସଂସଦର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ବୁଧବାର ସକାଳ ୧୧ଟାରୁ ଲୋକ ସଭା ଓ ରାଜ୍ୟ ସଭାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ସମୟ...

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା, କାଲି ଓଡ଼ିଶାରେ…

ଭୁବନେଶ୍ୱର,୨୭।୧୧: ବଙ୍ଗୋପସାଗରରେ ଡରାଇଲାଣି ଆଉ ଏକ ବାତ୍ୟା । ମୌସୁମୀ ଅପସାରଣ ପରେ ସୃଷ୍ଟି ହେବାକୁ ଯାଉଛି ଦ୍ବିତୀୟ ବାତ୍ୟା । ଏ ନେଇ ପାଣିପାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri